ଡିପିସିସିରୁ ଘରୋଇ
କମ୍ପାନିଗୁଡ଼ିକର ଅନୁ ମୋଦନ ନବୀକରଣ ପାଇଁ ସେ ଲାଞ୍ଚ ନିଅନ୍ତି। ମଧ୍ୟସ୍ଥଜଣକ ଆରିଫଙ୍କୁ
ନିୟମିତଭାବେ ଏହି ଲାଞ୍ଚ ଟଙ୍କା ପ୍ରଦାନ କରନ୍ତି। ଏତଲା ପରେ ସିବିଆଇ ଅଧିକାରୀମାନେ ଆରିଫଙ୍କୁ
ଧରିବା ପାଇଁ ଜାଲ ବିଛାଇଥିଲେ। ଆରିଫଙ୍କୁ ମଧ୍ୟସ୍ଥଙ୍କ ପୁଅ କିଶଲୟ ଶରଶ ସିଂହ ଆଜି ଲାଞ୍ଚ
ଟଙ୍କା ଦେବାବେଳେ ସିବିଆଇ ଅଧିକାରୀମାନେ ଉଭୟଙ୍କୁ ଧରି ଗିରଫ କରିଛନ୍ତି। ଏହାପରେ ଆରିଫଙ୍କ
କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ଉ କରାଯାଇ ଟଙ୍କା ଏବଂ ସଂପତ୍ତି କାଗଜପତ୍ର ଜବତ କରାଯାଇଛି।
ଉକ୍ତ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
0 Comments
Please do not enter any Spam Link in the comment Box ,