AD

Two SPs changed again || ପୁଣି ବଦଳିଲେ ଦୁଇ ଏସପି

 


ନିର୍ବାଚନ ପୂର୍ବରୁ ପୁଣି ବଦଳିଲେ ଦୁଇ ଏସପି । ଦୁଇ ଏସପିଙ୍କ ବଦଳି କଲେ ନିର୍ବାଚନ କମିଶନ । ବ୍ରହ୍ମପୁରର ଏସପି ଭାବେ ଡ଼.ସାର୍ଥକ ଷଡଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଖୋର୍ଦ୍ଧା ଏସପି ଭାବେ ଅବିନାଶ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା ।

Post a Comment

0 Comments