AD

Siddharth will fight independently of Jatni || ଜଟଣୀରୁ ସ୍ୱାଧୀନ ଭାବେ ଲଢିବେ ସିଦ୍ଧାର୍ଥ



ବାପାଙ୍କୁ ଗାଳି କରି ସ୍ବାଧୀନ ବିଧାୟକ ପ୍ରାର୍ଥୀ ହେବାକୁ  ପୁଅ ଅଣ୍ଟା ଭିଡ଼ିଛନ୍ତି । ବିଧାୟକ ପ୍ରାର୍ଥୀ ହେବାର ସ୍ବପ୍ନ ଦେଖୁଥିବା ସିଦ୍ଧାର୍ଥ ଏବେ ନିମାପଡ଼ା ନୁହେଁ ଜଟଣୀରେ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡ଼ିଛନ୍ତି । ପ୍ରଥମେ କଂଗ୍ରେସରେ ରହି କଂଗ୍ରେସ ଟିକେଟରୁ ନିମାପଡ଼ାରେ ନିର୍ବାଚନ ଲଢିବା ପାଇଁ ଅଣ୍ଟା ଭିଡ଼ିଥିବା ସିଦ୍ଧାର୍ଥ ରାଉତରାୟ କଂଗ୍ରେସ ନୁହେଁ, ଏବେ ସ୍ବାଧୀନ ଭାବେ ବିଧାୟକ ପ୍ରାର୍ଥୀ ହେବାକୁ ଚାହୁଛନ୍ତି  । ତାହା ପୁଣି ଜଟଣୀ ବିଧାନସଭା ଆସନରୁ । ସିଦ୍ଧାର୍ଥ ରାଉତରାୟ ନିର୍ବାଚନ ଲଢିବା ପାଇଁ ନିଜ ବାପାଙ୍କୁ ଗଣମାଧ୍ୟମରେ ବାରମ୍ବାର  ଗାଳିଗୁଳଜ କରିବାକୁ ପଛାଉ ନାହାନ୍ତି । ଶେଷରେ ସିଦ୍ଧାର୍ଥ ରାଉତରାୟ କହିଛନ୍ତି ଯେ କଂଗ୍ରେସ ଟିକେଟ ପାଇଲେ ବି ସେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବେ ନାହିଁ ।


Post a Comment

0 Comments