AD

Rescue the deer from the house || ଘର ଭିତରୁ ହରିଣ ଉଦ୍ଧାର

 


ଘର ଭିତରୁ ହରିଣ ଉଦ୍ଧାର । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ କଟୁପଡା ଗାଁରୁ ଉଦ୍ଧାର । କଟୁପଡା ଗାଁର ବାସୁ ନାଏକଙ୍କ ଘର ଭିତରେ ଏକ ହରିଣ ପଶିଯାଇଥିଲା । ଖବର ପାଇ ବନବିଭାଗ ତାକୁ ସୁରକ୍ଷିତ ଭାବରେ ଉଦ୍ଧାର କରି  ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଦେଇଛି।

ହରିଣଟି ଖାଦ୍ୟ ଅନ୍ବେଷଣରେ ଗାଁ  ଭିତରକୁ ଚାଲି ଆସିଥିଲା । ଲୋକଙ୍କୁ ଦେଖି ହରିଣଟି  ଭୟଭୀତ ହୋଇ  ବାସୁ ନାଏକଙ୍କ ଘର ଭିତରେ ପଶି ଯାଇଥିଲା । ଏନେଇ  ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ସାହାରପଡା ବନପାଳ ଭୂପତି ସେଠୀଙ୍କ ସମେତ ବନ କର୍ମଚାରୀ ପହଁଚି ହରିଣକୁ ଉଦ୍ଧାର କରି ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଥିଲେ ।

Post a Comment

0 Comments