AD

Wild animals will deliver Rapid Response Team || ଜଙ୍ଗଲୀ ଜୀବଜନ୍ତୁଙ୍କୁ ଉଦ୍ଧାର କରିବ ରାପିଡ୍ ରେସପନ୍ସ ଟିମ୍

 


ଜଙ୍ଗଲୀ ଜୀବଜନ୍ତୁ ଉଦ୍ଧାର କରିବା ପାଇଁ ବନ ବିଭାଗକୁ ଆଉ ସଂଘର୍ଷ କରିବାକୁ ପଡିବନି. କାରଣ ପ୍ରାଣୀ ମଣିଷ ସଂଘର୍ଷ ରୋକିବା ପାଇଁ  ଗଠନ ହୋଇଛି ରାପିଡ ରେସପୋନସ ଟିମ୍ । ଜଙ୍ଗଲରେ ଜଦି ଜୀବଜନ୍ତୁ କୌଣସି ଅସୁବିଧା ରେ ଥିବେ  ସେମାନଙ୍କୁ ଉଦ୍ଧାର କରିବ ଏହି ଟିମ । 

ଏଥିପାଇଁ ନନ୍ଦନକାନନ ପକ୍ଷରୁ ଉପଯୁକ୍ତ ଇକ୍ୟୁମେଣ୍ଟ କିଣା ଯାଇ ପ୍ରଦର୍ଶିତ କରାଯାଇଛି  ଏହି ରାପିଡ଼ ରେସ୍ପନ୍ସ ଟିମ ଓଡ଼ିଶାରେ ମୋଟ୍ 6 ଟିମ୍ ଗଠନ ହୋଇଛି.  ଯେଉଁମାନେ ଟ୍ରେନିଂ ନେଉଛନ୍ତି । ନନ୍ଦନକାନନରେ ରେ ଗଠିତ ଟିମ୍ ରେ 10 ସଦସ୍ୟ ରହିବେ । ସମସ୍ତ ଉପକରଣକୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ  ମକ୍ ଡ୍ରିଲ କରାଯିଵ 

Post a Comment

0 Comments