AD

Seizure of country liquor || ଦେଶୀ ମଦ ଜବତ


 

ଦେଶୀ ମଦ ଚୋରା ଚାଲାଣକୁ ଚେକ୍ ଦେବା ନେଇ ଖୋର୍ଦ୍ଧା ଅବକାରୀ ବିଭାଗର ଚଢାଉ। 80 ଲିଟର ଦେଶୀ ମଦ ସହ ସ୍କୁଟି ଜବତ । ଦୁଇ ମଦ ବେପାରୀ  ଗିରଫ । ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ନିଆଳ ଏବଂ ହଳଦିଆ ରାସ୍ତାର ଦୁଇଟି ସ୍ଥାନରେ ଚଢାଉ ଜାରି ରହିଥିଲା। 

ଗିରଫ ମଦ ବେପାରୀ ହଳଦିଆ ଗ୍ରାମର  ପ୍ରକାଶ ନାୟକ ଏବଂ ଗଣେଶ ଭୋଇ । ଦୁଇ ମଦ ବେପାରୀଙ୍କୁ ଗିରଫ କରି ଅବକାରୀ ବିଭାଗ କୋର୍ଟଚାଲାଣ କରିଛି । ଆଗକୁ ଏଭଳି ଚଢାଉ ଜାରି ରହିବା ନେଇ ଅବକାରୀ ବିଭାଗ ସୂଚନା ଦେଇଛି।

Post a Comment

0 Comments