AD

BhimBhoi Disability Empowerment Camp || ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର




ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଅନୁଷ୍ଠିତ ଶିବିର ରେ ଅସ୍ଥିସଲ୍ୟ ରେ 131 ଜଣ, ଶ୍ରବଣ ଜନିତ 32 ଜଣ, ଦୃଷ୍ଟି ଜନିତ 44 ଓ ମାନସିକ ଅନଗ୍ରସର ଜନିତ 15 ଜଣ | ଏହିଭଳି ଭାବେ 222 ଜଣ ଭାଗ ନେଇଥିଲେ ।  ରାୟଗଡା ରୁ 6 ଜଣ ଡାକ୍ତର ଚିକିତ୍ସା କରିଥିଲେ । ସେଥିମଧ୍ୟରୁ 30 ଜଣଙ୍କୁ ଟ୍ରାଇ ସାଇକେଲ, ହୁଇଲ ଚେୟାର, ଆଶାବାଡ଼ି ପ୍ରଦାନ କରାଯାଇଥିଲା । ଏଥିରେ ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ସୁରକ୍ଷା ଅଧିକାରୀ  ପ୍ରମୁଖ ଉପସ୍ଥିତ ଥିଲେ । 

Post a Comment

0 Comments