AD

The Prime Minister swam with a snorkel on his face || ମୁହଁରେ ସ୍ନର୍କଲ ଲଗାଇ ପହଁରିଲେ ପ୍ରଧାନମନ୍ତ୍ରୀ

 


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁହଁରେ ସ୍ନର୍କଲ ଲଗାଇ ପହଁରିଲେ । ସେ ନିଜ ସୋସିଆଲ ମିଡିଆ‌ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସମୂଦ୍ର କୂଳରେ ବସିଥିବାର ଓ ମୁହଁରେ ସ୍ନର୍କଲ ଲଗାଇ ପହଁରୁଥିବା ଦେଖିବାକୁ ମିଳିଛି। ଫଟୋଟି ଲାକ୍ଷାଦ୍ବୀପର ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଫଟୋ ପୋଷ୍ଟ କରି ଲେଖିଛନ୍ତି, “ଯେଉଁମାନେ ନିଜ ମଧ୍ୟରେ ଥିବା ସାହସକୁ ଦେଖାଇବାକୁ ଚାହାନ୍ତି, ସେମାନେ ନିଜ ବୁଲିବା ସୂଚୀରେ ଲାକ୍ଷାଦ୍ବୀପଙ୍କୁ ରଖନ୍ତୁ। ମୁଁ ସେଠାରେ ରହିବା ସମୟରେ, ସ୍ନର୍କଲିଙ୍ଗ୍ କରିବାକୁ ‌ଚେଷ୍ଟା କରିଥିଲି।



Post a Comment

0 Comments