AD

The gate of the plane burst open in mid-air || ବିମାନର ଗେଟ୍‌ ମଝି ଆକାଶରେ ଛିଡି ବାହାରିଗଲା

 


ବିମାନର ଗେଟ୍‌ ମଝି ଆକାଶରେ ଛିଡି ଗଲା । ଏମରଜେନ୍ସି ଲ୍ୟାଣ୍ଡିଂ କଲା ବିମାନ। ଏଭଳି କିଛି ଘଟଣା 'ଅଲାସ୍କା ଏୟାରଲାଇନ୍ସ'ର ବୋଇଂ ବିମାନରେ ଘଟିଛି । ଫଳରେ ବିମାନଟିକୁ ଆମେରିକାର ଓରେଗନ୍‌ ସିଟିରେ ଜରୁରୀ ଅବତରଣ କରିବାକୁ ପଡିଛି। ସାମ୍ନାକୁ ଆସିଥିବା ଫଟୋରେ ଦେଖାଯାଉଛି ବିମାନର ପ୍ରସ୍ଥାନ ପଥ ଧାଡ଼ିରେ ଥିବା ଗୋଟାଏ କବାଟ ଓ ଝରକା ଛିଡି ବାହାରି ଯାଇଛି। ତେବେ ଏହି ଅଘଟଣରେ କେହି ଆହତ ହୋଇଛନ୍ତ କି, ନାହିଁ, ତାହା ଜଣାପଡ଼ିନି।

 

Post a Comment

0 Comments