AD

Rescue the rare white eagle || ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର

 



ତିନୋଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର l ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ତୀରଖୁଆ ଗ୍ରାମରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା l ଗ୍ରାମବାସୀ ଚାଷଜମିକୁ ଆସିଥିବା ବେଳେ ଏକ ଛୋଟ ଭଙ୍ଗା ତାଳଗଛରେ ତିନଟି ବିରଳ ପକ୍ଷୀ ଦେଖିବାକୁ ପାଇଥିଲେ l ଏପରି ପକ୍ଷୀ ଆଗରୁ କେହି ଦେଖି ନ ଥିବା ଶୁଣିବାକୁ ମିଳିଥିଲା । ସେମାନେ  ଗ୍ରାମବାସୀଙ୍କୁ ଖବର ଦେବା ପରେ ସେଇ ସ୍ଥାନ ଗହଳଚହଳ ହୋଇଉଠିଥିଲା । ବାହାର ଅଞ୍ଚଳର ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା ସ୍ଥାନୀୟ ଅଞ୍ଚଳରେ ।

Post a Comment

0 Comments