AD

Rare eagle bird rescued in Soran village || ସୋରଣ ଗାଁରେ ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର

 


ସାରା ଭାରତବର୍ଷରେ ଆଧ୍ୟାତ୍ମିକତା ପରିବେଶ , ସବୁଠି ଶୁଭୁଛି !! ଜୟ ଜଗନ୍ନାଥ !! ଜୟ ଶ୍ରୀରାମ !! ଦେଖାଦେଲେ ପ୍ରଭୁ ଗରୁଡ଼ …  ବିଷ୍ଣୁଙ୍କ ବାହନ ଗରୁଡ଼ …. ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ଲୀଳାଖେଳା ଦେଖିବା ଲାଗି ଆସିଛନ୍ତି ଗରୁଡ଼ । ଶ୍ରୀ କ୍ଷେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ କରି ଜଣାଇବେ ମନର କଥା … ଅତୀତର ଅନେକ କଥା ବଖାଣିବେ । ଖୋର୍ଦ୍ଧା ଜିଲ୍ଲା ସୋରଣ ଗାଁରେ ମା ଭଗବତୀଙ୍କ ମନ୍ଦିର ନିକଟ ଏକ ବିରାଟକାୟ ବଟବୃକ୍ଷ ମୂଳରୁ ଗରୁଡ଼ ପକ୍ଷୀଛୁଆଙ୍କୁ ଉଦ୍ଧାର କଲେ ଗ୍ରାମବାସୀ । ବନବିଭାଗ କର୍ମଚାରୀଙ୍କୁ ଗରୁଡ ପକ୍ଷୀଙ୍କୁ ହସ୍ତାନ୍ତର କରିଛନ୍ତି ସୋରଣ ଗ୍ରାମବାସୀ ।

ସୋରଣ ଗାଁରେ ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର ।

ଖୋର୍ଦ୍ଧା ଜିଲ୍ଲାର ସୋରଣ ଗାଁର ଘଟଣା ।

ଗାଁର ମା ଭଗବତୀଙ୍କ ମନ୍ଦିର ନିକଟରୁ ଉଦ୍ଧାର ।

ମନ୍ଦିର ନିକଟରେ ରହିଛି ଏକ ବିରାଟ ବଟବୃକ୍ଷ।

ବଟବୃକ୍ଷ ମୂଳରୁ ଉଦ୍ଧାର କଲେ ଗ୍ରାମବାସୀ।

ମନ୍ଦିର ଦଧିନଉତି ରେ ପକ୍ଷୀ ବସା ରହିଥିବା ଅନୁମାନ।

Post a Comment

0 Comments