AD

On the occasion of Makar Sankranti, Shivpitha is the movement of Harish || ମକର ସଂକ୍ରାନ୍ତିରେ ଅବସରରେ ଶୈବପୀଠ ହରିଶଙ୍କର ଚଳଚଞ୍ଚଳ

 


ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର । ପାପନାଶିନୀ ଝରଣାରେ ବୁଡ଼ ପକାଇ ପ୍ରଭୁ ହରିଶଙ୍କରଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଭୋର ୪ ଟାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ନୀତିକାନ୍ତି ପରେ ଦର୍ଶନର ବ୍ୟବସ୍ଥା କରାଯାଇଥିଲା। ପ୍ରଭୁଙ୍କ ଠାରେ ମକର ଚାଉଳ ଭୋଗ ଲାଗିବା ପରେ ଭକ୍ତମାନଙ୍କୁ ମକର ଚାଉଳ ବଣ୍ଟା ହୋଇଥିଲା। 


Post a Comment

0 Comments