AD

Khurda is in Malipada Pleasant environment || ଖୋର୍ଦ୍ଧା ମଳିପଡ଼ାରେ ରାମମୟ ପରିବେଶ

 


ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଚାରିଆଡେ ରାମମୟ ପରିବେଶ।  ସାରା ଦେଶ  ଉତ୍ସବ ମୁଖର। ଖୋର୍ଦ୍ଧା ନିକଟସ୍ଥ ମଳିପଡା ଉପରସାହି ସ୍ଥିତ ରାମ ମନ୍ଦିର ରେ ରାମ ଚରିତ ମାନସ ସହ ପୂଜା ଅର୍ଚ୍ଚନା ଚାଲିଛି। ଆଖପାଖ ଗ୍ରାମର ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।


Post a Comment

0 Comments