AD

Elephant terror || ଗୋଠଛଡା ଦନ୍ତା ଆତଙ୍କ

 


କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ  ଗୋବରା ବେଡା ଗାଁରେ ଗୋଠଛଡା ଦନ୍ତା ଆତଙ୍କ । ବୁଧବାର ବିଳମ୍ବିତ ରାତିରେ ଏକ ଗୋଠଛଡା  ଦନ୍ତା  ପଶି ଆସିଛି ଗାଁ ଭିତରକୁ । ଦନ୍ତାହାତୀ ଗ୍ରାମର ଯୋଗେଶ୍ବର ମହାନ୍ତଙ୍କ ଘର ଭାଙ୍ଗିଦେବା ସହ ଧାନ ଚାଉଳ ଖାଇ ନଷ୍ଟ କରିଛି l ଏବେ ଝାଟିପଡା ଗାଁ ନିକଟରେ ଦନ୍ତା ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି l ବନ ବିଭାଗ ହାତୀର ଗତିପଥ ଉପରେ ନଜର ରଖିଛି l

Post a Comment

0 Comments