AD

ଶ୍ରୀରାମ ଶୃଙ୍ଖଳ

 



ଅଯୋଧ୍ୟା ରେ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ କଟକ ସି ଡି ଏ ସେକ୍ଟର ୯ ରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଛାତ୍ର ଛାତ୍ରୀ ମାନଙ୍କର ନିଆରା ପ୍ରୟାସ । ଶତାଧିକ ଛାତ୍ରଛାତ୍ରୀ ଶ୍ରୀରାମ ଶୃଙ୍ଖଳରେ ଠିଆ ହୋଇ ଆଜିର ପବିତ୍ର ଦିନକୁ ପାଳନ କରିଛନ୍ତି । 

ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବ ଚାଲିଥିବା ବେଳେ ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଲେଖା ଢାଞ୍ଚା ରେ ଛିଡା ହୋଇଥିଲେ।

Post a Comment

0 Comments