AD

Bicycle thief gang || ସାଇକେଲ୍ ଚୋର ଗ୍ୟାଙ୍ଗ୍

 


ରାଜଧାନୀରୁ ଧରାପଡ଼ିଲା ଆନ୍ତଃଜିଲ୍ଲା ସାଇକଲ ଚୋର ଗ୍ୟାଙ୍ଗ। ସ୍କୁଲ୍, କଲେଜ୍,ମେଡିକାଲ ଆପାର୍ଟମେଣ୍ଟ ଏବଂ ହାଟରୁ କରୁଥିଲେ ଚୋରି। ରାଜଧାନୀରୁ ବିଭିନ୍ନ ଜିଲ୍ଲାକୁ କରୁଥିଲେ ସପ୍ଲାଏ। 9ଟି ସାଇକଲ ଜବତ୍ ସହ 5ଚୋରକୁ ଗିରଫ କଲା ନୟାପଲ୍ଲୀ ଥାନା ପୁଲିସ୍ । 

ରାଜଧାନୀର ବିଭିନ୍ନ ଜାଗାରୁ ଆଖି ପିଛୁଳାକେ ସାଇକଲ ଚୋରି କରୁଥିବା 5ଜଣିଆ ଆନ୍ତଃଜିଲ୍ଲା ସାଇକଲ ଚୋର ଗ୍ୟାଙ୍ଗକୁ କାବୁ କରିଛି ନୟାପଲ୍ଲୀ ଥାନା ପୁଲିସ୍। ସେମାନଙ୍କ ପାଖରୁ 9ଟି ସାଇକଲ ଜବତ୍ କରାଯାଇଛି। ପୂର୍ବରୁ ଏହି ଗ୍ୟାଙ୍ଗର ଦୁଇ ଜଣକୁ ଗିରଫ କରି 9ଟି ସାଇକଲ ଜବତ୍ କରା ଯାଇଥିଲା ବେଳେ ଆଜି ଗ୍ୟାଙ୍ଗର ଆଉ 5ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ନୟାପଲ୍ଲୀ ଥାନା ପୁଲିସ୍ ।

Post a Comment

0 Comments