AD

Zoo Nandankanan will be faithful || ବିଶ୍ବସ୍ତରୀୟ ହେବ ପ୍ରାଣୀ ଉଦ୍ୟାନ ନନ୍ଦନକାନନ

 


ବିଶ୍ବସ୍ତରୀୟ ହେବ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଷ୍ଟରପ୍ଲାନକୁ ଅନୁମୋଦନ କଲେ ରାଜ୍ୟସରକାର ନନ୍ଦନକାନନକୁ 5T ଯୋଜନାରେ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ କରିବେ ନୂଆ ପ୍ରୋଜେକ୍ଟରେ ଟନେଲ ଆକ୍ବାରିୟମ, ନାଇଟ ସଫାରୀ,  ଜଳପକ୍ଷୀ ଅଭୟାରଣ୍ୟ ଖୋଲିବ

ରାଜ୍ୟସରକାର ବିଦେଶରୁ ଅନେକ ପକ୍ଷୀ ପଶୁ ନନ୍ଦନକାନନକୁ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ଟୁରିଷ୍ଟଙ୍କୁ ଆକର୍ଷିତ କରିବା ପାଇଁ ଅଷ୍ଟ୍ରେଲିଆରୁ ଆସିବ କଙ୍ଗାରୁ। ମନୋରମ ପକ୍ଷୀ ମଧ୍ଯରେ କାସୋୱାରୀ ମଧ୍ୟ ଆସିବ। ନିଦ୍ଧାରିତ ସମୟ ଭିତରେ ସମସ୍ତ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି

Post a Comment

0 Comments