AD

ରାସ୍ତାରେ ପଡିଛି ୫ଶହ ଟଙ୍କିଆ ଚିରା ନୋଟ || There are 500 torn notes lying on the road

 




ବୌଦ୍ଧ ତିତିରିକଟା ଗ୍ରାମ ରେ ଥିବା ବୌଦ୍ଧ ଡିଷ୍ଟିଲାରି ପ୍ରାଇଭେଟ୍ ଲିମିଟେଡରେ ୩ ଦିନ ଧରି ଚାଲିଛି ଆୟକର ଚଢାଉ । ସେପଟେ ଫ୍ୟାକ୍ଟ୍ରି ର କାନ୍ଥ ବାଡକଡ଼ରୁ ମିଳିଛି ପୁଳାପୁଳା ୫ ଶହ ଟଙ୍କିଆ ଚିରା ନୋଟ । ସ୍ଥାନୀୟବାସିନ୍ଦାଙ୍କ ନଜରରେ ଆସିଥିଲା ଏହି ଦୃଶ୍ୟ । କେହି ଜଣେ ଏହି ଚିରାନୋଟର ଭିଡିଓ ଭାଇରାଲ କରିଥିଲେ । ଏବେ ସମସ୍ତଙ୍କ ମୋବାଇଲରେ ଘୁରି ବୁଲୁଛି ଏହି ଭିଡିଓ ।  ଗତ କିଛିଦିନ ଧରି ଆୟକର ବିଭାଗ ବିଡିପିଏଲର ମାଲିକଙ୍କ ଘରୁ ବିଡାବିଡା ଟଙ୍କା ଜବତ କରି ତଦନ୍ତ ଜାରି ରଖିଛି ।

Post a Comment

0 Comments