AD

The panic button will make the trip safer || ପାନିକ୍ ବଟନ୍ ଯାତ୍ରା ସୁରକ୍ଷିତ କରିବ

 


ଏଣିକି ବସ୍ ଟ୍ରକ୍ ଏବଂ ପାସେଞ୍ଜର ଗାଡ଼ିରେ ଲାଗିବ ପାନିକ୍ ବଟନ୍ । ସୁରକ୍ଷିତ ଯାତ୍ରା କରିବେ ସବୁ ଯାତ୍ରୀ । କମାଣ୍ଡ କଣ୍ଟ୍ରୋଲ ସେଣ୍ଟର୍ ହେଲା ଉଦଘାଟନ।

ରାଜ୍ୟ ସରକାର ଏବଂ ପରିବହନ ବିଭାଗ ପକ୍ଷରୁ ଚନ୍ଦ୍ରଶେଖରପୁର ଠାରେ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର୍ ଉଦ୍ଘାଟନ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏଥିରେ ଓଡ଼ିଶାରେ ସବୁ ପାସେଞ୍ଜର ଗାଡ଼ି ଉପରେ ରଖାଯାଇ ପାରିବ ନଜର। ଭେଇକଲ ଲୋକେଶନ ଟ୍ରାକିଂ ଡିଭାଇସ୍ ବିଶେଷ କରି ମହିଳା ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ବିଶେଷ ସୁବିଧା ଯୋଗାଇବ ବୋଲି ଉଭୟ ପରିବହନ ମନ୍ତ୍ରୀ ଏବଂ ପରିବହନ କମିଶନର କହିଛନ୍ତି।

Post a Comment

0 Comments