AD

Talk about cut palm || କଟା ପାପୁଲିକୁ ନେଇ ଚର୍ଚ୍ଚା

 


କଟା ପାପୁଲି କାହାର? ଖୋର୍ଦ୍ଧା ଜଙ୍କିଆ ଥାନା ମାନପୁର ଗାଁ ନିକଟ ବିଲରୁ ଏକ ବାମ ହାତର କଟା ପାପୁଲି ଦେଖିବାକୁ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ଜବତ କଟା ପାପୁଲିକୁ ନେଇ ଛାନ୍ଭିନ୍ଆରମ୍ଭ ଜଙ୍କିଆ ଥାନା ପୋଲିସ

ଖବର ଅନୁଯାୟୀ, ବିଲରେ ପଡ଼ିଥିବା ପାପୁଲିକୁ ଏକ କୁକୁର ଝୁଣି ଖାଉଥିବା ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ ଘଟଣାସ୍ଥଳରେ ପୋଲିସ ପହଞ୍ଚି କଟା ପାପୁଲିକୁ ଜବତ କରିଛି କୌଣସି ଦୁର୍ଘଟଣାରେ ଏହି ହାତ ଛିଣ୍ଡିଛି ନା କୌଣସି ହତ୍ୟାକାଣ୍ଡ ଘଟିଛି ସେ ନେଇ ତଦନ୍ତ ଚାଲିଛି ଏହାକୁ ଜବତ କରି ଫରେନସିକ ଲ୍ୟାବକୁ ପଠାଇଛି।

Post a Comment

0 Comments