AD

Near the village The tiger is roaming || ଗାଁ ପାଖରେ ବାଘ ବୁଲୁଛି

 


ରାୟଗଡା ଜିଲ୍ଲା ଗୁଡାରୀ ରେଞ୍ଜ ସୁନାପାଲି ଓ ଅମ୍ବାବାଡ଼ି ଗାଁ ନିକଟରେ ଥିବା ପାହାଡରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ବାଘର ପାଦ ଚିହ୍ନ ଦେଖି ସ୍ଥାନୀୟ ଲୋକଙ୍କ  ମଧ୍ୟରେ  ଭୟ ସୃଷ୍ଟି ହୋଇଛି । ବନ ବିଭାଗ ଟିମ୍ ଗାଁରେ ବୁଲି ବାଘର ପାଦ ଚିହ୍ନ ପଡିଥିବା ଅଞ୍ଚଳରେ ଅନୁଧ୍ୟାନ କରୁଛନ୍ତି । ତେବେ କୌଣସି ଲୋକ ବାଘକୁ ଦେଖି ନଥିବା ଜଣାପଡିଛି । କିନ୍ତୁ ଗତ କିଛି ଦିନ ହେବ ବାଘ କୁ ନେଇ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଲାଗି ରହିଛି ।

Post a Comment

0 Comments