AD

Fire at courier warehouse || କୋରିଅର ଗୋଦାମରେ ଅଗ୍ନିକାଣ୍ଡ

 


କୋରିଅର ଗୋଦାମ ଜଳିଗଲା  । ଭୁବନେଶ୍ବର ହଂସପାଳ ଛକ ନିକଟରେ ଥିବା କୋରିଅର ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଗୋଦାମ ନିକଟରେ ଥିବା ଟ୍ରକ୍ ଓ ଏକାଧିକ ବାଇକ ଜଳିଯାଇଛି । ଏଥିରେ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୀର୍ଘ ସମୟ ପ୍ରୟାସ ପରେ ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରିଛି  । ତେବେ ଜଣାପଡ଼ିନାହିଁ ଅଗ୍ନିକାଣ୍ଡର କାରଣ  ।


Post a Comment

0 Comments