AD

5 child laborers rescued from Bhavanipatna city || ଭବାନୀପାଟଣା ସହରରୁ ୫ ଶିଶୁ ଶ୍ରମିକ ଉଦ୍ଧାର

 


କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରୁ ୫ ଶିଶୁ ଶ୍ରମିକ ଉଦ୍ଧାର । ଭବାନୀପାଟଣା ସହରର ବିଭିନ୍ନ ହୋଟେଲ ଏବଂ ଠେଲା ଦୋକାନରେ କାମ କରୁଥିବା ନାବାଳକ ମାନଙ୍କୁ ଉଦ୍ଧାର କରିଛି  ଟାଉନ ଥାନା ପୋଲିସ ଏବଂ ଜିଲ୍ଲା ଶିଶୁ ମଙ୍ଗଳ ସମିତି । ଉଦ୍ଧାର ଶିଶୁ ମାନଙ୍କ ମଧ୍ୟରେ ୨ଜଣ ଙ୍କ ବୟସ ୧୪ ରୁ କମ ହେଇଥିବା ବେଳେ ବାକି ୩ଜଣଙ୍କ ବୟସ ୧୫ ବର୍ଷ ବୋଲି ଜଣା ପଡ଼ିଛି । ଶନିବାର ସନ୍ଧ୍ୟାରେ ଟାଉନଥାନା ପୋଲିସ ଏବଂ ଶିଶୁ ମଙ୍ଗଳ ସମିତି ସଦସ୍ୟ ମିଳିତ ଭାବେ  ହୋଟେଲ ଏବଂ ଉଠା ଦୋକାନ ଗୁଡିକରେ ଚଢ଼ାଉ କରିଥିଲେ । ଉଦ୍ଧାର ୫ ଶିଶୁ ବାହାର ରାଜ୍ୟର ହେଇଥିବା ବେଳେ ତାଙ୍କୁ CWC ରେ ରଖା ଯାଇଛି ।

Post a Comment

0 Comments