AD

Paradip Kaling Bali Yatra was inaugurated || ଉଦଘାଟିତ ହେଲା ପାରାଦୀପ କଳିଙ୍ଗ ବାଲିଯାତ୍ରା


ଉଦଘାଟିତ ହେଲା ପାରାଦୀପ କଳିଙ୍ଗ ବାଲିଯାତ୍ରା। ପାରାଦୀପ ବିଜୁ ମୈଦାନରେ ଅନୁଷ୍ଠିତ ହୋଇଛି ୩୨ ତମ କଳିଙ୍ଗ ବାଲିଯାତ୍ରା ୨୦୨୩ । ୨୬ ତାରିଖ ଠାରୁ ଆସନ୍ତା ୦୩ ତାରିଖ ପଯ୍ୟନ୍ତ ଚାଲିବ ଏହି ବାଲିଯାତ୍ରା । ଚଳିତ ବର୍ଷର ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି ଓଡିଶା ସରକାରଙ୍କ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ଓଡିଶା ନୌବାଣିଜ୍ୟ ପରମ୍ପରା, ଐତିହ୍ୟ ଓ ସଂସ୍କୃତି କୁ ଉଜ୍ଜୀବିତ କରୁଛି କଳିଙ୍ଗ ବାଲିଯାତ୍ରା ।

  ଅତୀତରେ ସାଧବ ପୁଅ ଜଳପଥ ରେ ଯାତ୍ରାକରି ସୁଦୂର ଜାଭା, ସୁମାତ୍ରା, ଇଣ୍ଡୋନେସିଆ,ବାଲି ଭଳି ଅନେକ ଦେଶକୁ ଯାତ୍ରା କରି ବାଣିଜ୍ୟ କରିବା ସହିତ ଉତ୍କଳ ର ସମୃଦ୍ଧି ରେ ନିଜକୁ ସାମିଲ କରୁଥିଲେ । ଚଳିତ ବାଲିଯାତ୍ରା ଉତ୍ସବର ଉଦଘାଟନ ଉତ୍ସବ ରେ ଅତିଥି ମାନେ ସେହି ଅତୀତର ସ୍ମୁତି କୁ ମନେ ପକାଇଥିଲେ।

Post a Comment

0 Comments