AD

Balugaon Chilika festival || ବାଲୁଗାଁ ଚିଲିକାରେ ବୋଇତ ବନ୍ଦାଣ ଉତ୍ସବ


 


ଖୋର୍ଦ୍ଧା ଜିଲ୍ଲାର  ବାଲୁଗାଁ ରେ ଚିଲିକା ବୋଇତ ବନ୍ଦାଣ ଉତ୍ସବ ଧୁମଧାମରେ ପାଳିତ ହୋଇଛି । ମରାଳ ମାଳିନୀ ନିଳାମ୍ବୁ ଚିଲିକା , ବାଲୁଗାଁ ର ଚିଲିକା କୂଳରେ    ଅନୁଷ୍ଠିତ ହୋଇଥିବା ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଯଥା ବୋଇତ ବନ୍ଦାଣ କହିଲେ  ଅତୀତ ରେ ସାଧବ ପୁଅମାନେ ବଣିଜ କରିବା ପାଇଁ ଚିଲିକା ଦେଇ ସାତ ଦରିଆ ପାର ହୋଇ ଦେଶ-ବିଦେଶକୁ ଯାଇ ବଣିଜ କରି  ବହୁ ଧନସମ୍ପତ୍ତି ଅର୍ଜନ କରି ଆସୁଥିଲେ । ଏହାକୁ ମନେରଖିବା ପାଇଁ  ପ୍ରତିବର୍ଷ ବୋଇତ ବନ୍ଦାଣ ମହୋତ୍ସବ ପାଳନ କରାଯାଉଛି । ସର୍ବ ପ୍ରଥମେ ମା' କାଳିଜାଇ ଙ୍କ ନିକଟରୁ ଏକ ମଶାଲ ( ଆଜ୍ଞା ମାଳ ) ଆସିଥିଲା ଏବଂ  ସନ୍ଧ୍ୟାରେ ଏହି ବୋଇତ ବନ୍ଦାଣ ମହୋତ୍ସବ ପାଳନ ହୋଇଥିଲା ।

Post a Comment

0 Comments