AD

An eight-foot long python was rescued ଆଠ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

 


ଆଠ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର। ବୋରିଗୁମ୍ମା ବ୍ଲକ କେରକେଣ୍ଡା ଗ୍ରାମର ଏକ ପୋଲ ତଳେ ଅଜଗର ସାପଟି ବୁଲୁଥିବା ଗ୍ରାମବାସୀ ଦେଖି ତୁରନ୍ତ ବନ ବିଭାଗ କୁ ଖବର ଦେଇଥିଲେ।ବନ ବିଭାଗ ଟିମ ପହଁଚି ସାପଟିକୁ ଉଦ୍ଧାର କରି ବୋରିଗୁମ୍ମା ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ।

 ବନ ବିଭାଗ ପଶୁ ଚିକିତ୍ସକ ଙ୍କୁ ଆଣି ସାପଟିର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।ସାପଟି ଆଠ ଫୁଟ ଲମ୍ବର ଏବଂ ବୟସ ଏକ ବର୍ଷ ହେବ ବୋଲି କହିଛନ୍ତି ପଶୁ ଡାକ୍ତର।ସାପଟିକୁ ଦୁଇ ଦିନ ବନ ବିଭାଗ ରେ ରଖାଯିବା ପରେ ସୁରକ୍ଷିତ ସ୍ଥାନରେ ଛଡାଯିବ ବୋଲି କହିଛନ୍ତି ବନ ଅଧିକାରୀ।ସାପଟି ଖାଦ୍ୟ ଅନ୍ବେଷଣରେ ଗ୍ରାମ ନିକଟରେ ପଶିଥିବା ଅନୁମାନ କରାଯାଉଛି।

Post a Comment

0 Comments