AD

Inside the dam Sick elephant ବନ୍ଧ ଭିତରେ ଅସୁସ୍ଥ ହାତୀ

 


ଦେହ ଭଲ ନାହିଁ... ଚଲାବୁଲା କରିପାରୁନି । ବନ୍ଧ ଭିତରେ ଶନିବାର ସକାଳ ୧୧ଟାରୁ ପଶି ରହିଛି ବଡ ମାଈହାତୀଟିଏ । ବାଲେଶ୍ବର ଜିଲ୍ଲା କୁଲଡିହା ଅଭୟାରଣ୍ୟ ସୋର ବନାଞ୍ଚଳ ଖୁଣ୍ଟାପାଟଣା ବିଟ୍  ହାଉସ ଅଧିନ ଜାତପଦା ଜଙ୍ଗଲରେ ଥିବା ମଙ୍ଗଳାବନ୍ଧ ଭିତରେ ପଶିରହିଛି ମାଈହାତୀଟି । ଗତ ୩ ଦିନ ତଳେ ଅସୁସ୍ଥ ହାତୀଟିକୁ ଠାବ ହୋଇଥିଲା ଦନ୍ତୁର ଔପଦl ବିଟ୍ ଗଜା ଆମ୍ବ ବଲିମୁଣ୍ଡୁଲି ଜଙ୍ଗଲରେ । ଘଟଣାସ୍ଥଳରେ ବନ ବିଭାଗର ଏକ ଟିମ୍ ଏବଂ ସବୁଜବାହିନୀର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ହାତୀ ଟିକୁ ଉଦ୍ଧାର କରିବାକୁ ଜାରି ରଖିଛନ୍ତି । ତିନି ଦିନ ବିତି ଯାଇଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ହାତୀଟିର  ଚିକିତ୍ସl  କରାଯାଇନଥିବା ଅଭିଯୋଗ ହୋଇଛି । 

Post a Comment

0 Comments