AD

Whale counts will now be held annually ବାଘ ଗଣନା ଏଣିକି ପ୍ରତିବର୍ଷ ହେବ

 


ରାଜ୍ୟରେ ବାଘ ଗଣନା ଏଣିକି ପ୍ରତିବର୍ଷ ହେବ । ଚନ୍ଦକା ଗୋଡ଼ିବାରିରେ ବାଘ ଗଣନା ପାଇଁ ଆରମ୍ଭ ହୋଇଛି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ବାଘ ଗଣନା ଟ୍ରେନିଂ କରାଯାଉଛିା ଏହି ପ୍ରଶିକ୍ଷଣ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପର୍ଯ୍ୟାୟକ୍ରମେ ୮ଟି ସର୍କଲର ACF, DFOଙ୍କ ସମେତ ବନ ବିଭାଗ ଅଧିକାରୀ, ବନ କର୍ମଚାରୀଙ୍କୁ ଦିଆଯିବ ପ୍ରଶିକ୍ଷଣ। ପ୍ରଶିକ୍ଷଣ ଦେଉଛନ୍ତି ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ୩ ଜଣ ବୈଜ୍ଞାନିକ ।

ଏହାପରେ ବାଘ ଚଲାପଥ ସର୍ଭେ ଅକ୍ଟୋବର ୧୫ରୁ ୩୧ ପର୍ଯ୍ୟନ୍ତ ହେବ । ଏହାସହ ପାଦ ଚିହ୍ନ ସର୍ଭେ ମଧ୍ୟ କରାଯିବ। ନଭେମ୍ବର ପ୍ରଥମ ସପ୍ତାହରୁ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧ ହଜାର କ୍ୟାମେରା ଟ୍ରାପ ୮ଟି ସର୍କଲରେ ଲଗାଯିବ।

Post a Comment

0 Comments