ରାଜ୍ୟରେ ବାଘ ଗଣନା ଏଣିକି ପ୍ରତିବର୍ଷ ହେବ । ଚନ୍ଦକା
ଗୋଡ଼ିବାରିରେ ବାଘ ଗଣନା ପାଇଁ ଆରମ୍ଭ ହୋଇଛି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଭୁବନେଶ୍ୱରରେ ପ୍ରଥମ
ଥର ପାଇଁ ବାଘ ଗଣନା ଟ୍ରେନିଂ କରାଯାଉଛିା ଏହି ପ୍ରଶିକ୍ଷଣ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ
। ପର୍ଯ୍ୟାୟକ୍ରମେ ୮ଟି ସର୍କଲର ACF, DFOଙ୍କ ସମେତ ବନ ବିଭାଗ ଅଧିକାରୀ, ବନ କର୍ମଚାରୀଙ୍କୁ
ଦିଆଯିବ ପ୍ରଶିକ୍ଷଣ। ପ୍ରଶିକ୍ଷଣ ଦେଉଛନ୍ତି ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ୩ ଜଣ
ବୈଜ୍ଞାନିକ ।
ଏହାପରେ ବାଘ ଚଲାପଥ ସର୍ଭେ ଅକ୍ଟୋବର ୧୫ରୁ ୩୧
ପର୍ଯ୍ୟନ୍ତ ହେବ । ଏହାସହ ପାଦ ଚିହ୍ନ ସର୍ଭେ ମଧ୍ୟ କରାଯିବ। ନଭେମ୍ବର ପ୍ରଥମ ସପ୍ତାହରୁ
ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧ ହଜାର କ୍ୟାମେରା ଟ୍ରାପ ୮ଟି ସର୍କଲରେ ଲଗାଯିବ।
0 Comments
Please do not enter any Spam Link in the comment Box ,