AD

The magic number in the diamond touches the water level ହୀରାକୁଦରେ ମ୍ୟାଜିକ ନମ୍ବର ଛୁଇଁଲା ଜଳସ୍ତର

 


ହୀରାକୁଦରେ ମ୍ୟାଜିକ ନମ୍ବର ଛୁଇଁଲା ଜଳସ୍ତର । ଚଳିତ ବର୍ଷ ପ୍ରଥମ କରି ହୀରାକୁଦ ଜଳସ୍ତର ସର୍ବୋଚ୍ଚ ସୀମା ଛୁଇଁଛି । ଜଳସ୍ତର ମ୍ୟାଜିକ ନମ୍ବର ୬୩୦ ଫୁଟ ଛୁଇଁଛି। ରୁଲ୍ କର୍ଭ ଅନୁସାରେ ସେପ୍‌ଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ତାରିଖରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଏହାର ଶୀର୍ଷ ସ୍ତରରେ ରଖାଯାଇଥାଏ। ଚଳିତ ବର୍ଷ ଏହା ଆଗରୁ ଏହି ସ୍ତରରେ ପହଂଚି ଯାଇଥାନ୍ତା। ପ୍ରବଳ ବର୍ଷା ହେବାରୁ ଉପର ମୁଣ୍ଡରେ କିଛିଦିନ ତଳେ ୨୪ଟି ସ୍ଲୁଇସ୍‌ ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା।

Post a Comment

0 Comments