AD

India-Pakistan match again today ଆଜି ପୁଣି ଭାରତ -ପାକିସ୍ତାନ ମ୍ୟାଚ



ବର୍ଷାଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ଭାରତ-ପାକିସ୍ତାନ ମ୍ୟାଚ ତେଣୁ  ଆଜି ପୁଣି  ଭାରତ -ପାକିସ୍ତାନ ମ୍ୟାଚ ହେବ  ଏସିଆ କପ ଅଧିନରେ ଗତ ତାରିଖରେ ଖେଳାଯାଇଥିବା ପ୍ରଥମ ମ୍ୟାଚଟି ବର୍ଷାଯୋଗୁଁ ବାତିଲ ହେବା ପରେ କ୍ରିକେଟପ୍ରେମୀ ରବିବାର ମ୍ୟାଚକୁ ଅପେକ୍ଷା କରି ରହିଥିଲେ କିନ୍ତୁ ଏହି ମ୍ୟାଚରେ ମଧ୍ୟ ବର୍ଷା ସାଜିଛି ଖଳନାୟକ ରବିବାର ମ୍ୟାଚରେ ଭାରତର ୨୪. ଓଭରରେ ଓ୍ବିକେଟ ହରାଇ ୧୪୭ ସ୍କୋର କରିଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା ବର୍ଷା ଛାଡ଼ିବା ପରେ ପୁଣି ମ୍ୟାଚ କରାଯିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ପୁଣି ଥରେ ବର୍ଷା ହୋଇଥିଲା ଫଳରେ ମ୍ୟାଚକୁ ବାତିଲ କରାଯିବା ସହ ଆଜି  ପୁଣିଥରେ ଖେଳାଯିବ 


Post a Comment

0 Comments