AD

Dealing in Counterfeit Notes ନକଲି ନୋଟ କାରବାର

 


ନକଲି ନୋଟ କାରବାର । ସୋନପୁର ଉଲୁଣ୍ଡାରୁ ଜବତ ହେଲା 41 ଲକ୍ଷ 16 ହଜାର ଟଙ୍କାର ଜାଲ ନୋଟ। ଜାଲ ନୋଟ କାରବାରରେ ଅଭିଯୁକ୍ତ ଦୀପକ ମେହେରକୁ ଗିରଫ କରିଛି ଏସଟିଏଫ। ଜବତ ହୋଇଥିବା ସମସ୍ତ ଜାଲ ନୋଟ 500 ଟଙ୍କିଆ। ଛତିଶଗଡରୁ ଏହି ନୋଟ ଅଣାଯାଇ ଓଡିଶାରେ କାରବାର କରାଯାଉଥିବା ଅନୁମାନ କରାଯାଉଛି। ନକଲି ନୋଟର ରାକେଟ ପଛରେ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ। ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ପୋଲିସ ସେମାନଙ୍କୁ ଖୋଜିବାରେ ଲାଗିଛି।

Post a Comment

0 Comments