AD

And two elephants died in Satkoshiya ପୁଣି ସାତକୋଶିଆରେ ଦୁଇ ହାତୀଙ୍କ ମୃତ୍ୟୁ

 


ପୁଣି ସାତକୋଶିଆ ଅଭୟାରଣ୍ୟରେ ଦୁଇ ହାତୀଙ୍କ ମୃତ୍ୟୁ । ସାତକୋଶିଆ ଅଭୟାରଣ୍ୟର ଜଗନ୍ନାଥପୁର ନିକଟରେ ୨ ହାତୀଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ ଆଘାତରେ ୨ ହାତୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ । ଗୋଟିଏ ଦନ୍ତା ଓ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାତୀ ମୃତ୍ୟୁ ପରେ ଘଟଣାସ୍ଥଳକୁ ଗଲା ସାତକୋଶିଆ ବନଖଣ୍ଡ ଟିମ୍ । ଏନେଇ ସାତକୋଶିଆ ଡିଏଫଓ ସୂଚନା ଦେଇଛନ୍ତି।

Post a Comment

0 Comments