AD

A 15-year-old girl is abducted and raped ୧୫ବର୍ଷର ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ ଓ ଦୁର୍ଷ୍କମ

 


ବିବାହର ପ୍ରଲୋଭନ ଦେଖାଇ ଅପହରଣ ଓ ଦୁର୍ଷ୍କମ ଅଭିଯୋଗ। ଏଭଳି ଘଟଣା ଘଟିଛି ଗୁରାଣ୍ଡି ଥାନା ଅଞ୍ଚଳରେ । ୧୫ବର୍ଷର ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ ଓ ଦୁର୍ଷ୍କମ ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଗିରଫ କଲା ଗୁରାଣ୍ଡି ପୋଲିସ।

 ସୂଚନା ଅନୁସାରେ ପାରଳାଖେମୁଣ୍ଡିର ସୁନିଲ ନାମକ ଯୁବକ ସେରଙ୍ଗ ଅଞ୍ଚଳର ଜନୈକ ୧୫ବର୍ଷର ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ୨୭ ତାରିଖରେ ଅପହରଣ କରି, ୨୯ ତାରିଖ ଦିନ ସକାଳୁ ସକାଳୁ ଆଣି ଛାଡିଦେଇଥିଲା। ଯାହାକୁ ନେଇ  ସୁନିଲ ଦୁର୍ଷ୍କମ କରିଥିବା ଅଭିଯୋଗ କରିଥିଲେ ନାବାଳିକାଙ୍କ ବାପା। ୨ଦିନ ଧରି ଯୁବକ ଜଣକ ନାବାଳିକାକୁ ଅପହରଣ କରି ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି।

Post a Comment

0 Comments