AD

The life of the baby girl was lost in the snake bite ସାପ କାମୁଡ଼ାରେ ଚାଲିଗଲା ଶିଶୁ କନ୍ୟାର ଜୀବନ

 

ସାପ କାମୁଡ଼ାରେ ୭ ମାସର ଶିଶୁ କନ୍ୟାର ମୃତ୍ୟୁ।ଏଭଳି ଘଟଣା ଘଟିଛି  ଆନନ୍ଦପୁର ଜିଲ୍ଲା ଟମକା ଥାନା ଗୋପପୁର ଗାଁରେ।ମାଆ ପାଖରେ ଶୋଇଥିବାବେଳେ ଚାଲିଗଲା ଜୀବନ। ରଘୁନାଥ ଲୋହାରଙ୍କ ସ୍ତ୍ରୀ ଓ ୭ ମାସର ଝିଅ ଶୋଇଥିବାବେଳେ ଏକ ସାପ କୁନି ଝିଅର ଓଠକୁ କାମୁଡି ଦେଇଥିଲା। ଶିଶୁ କନ୍ୟାଟି ଜୋରରେ କାନ୍ଦିବାରୁ ମାଆ ଉଠି ଦେଖିବାବେଳେ ସାପ ଝିଅର ଓଠକୁ କାମୁଡି ଧରିଛି। ତୁରନ୍ତ ପରିବାର ଲୋକେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଶିଶୁ କନ୍ୟାକୁ ଡାକ୍ତର ମୃତ ଘୋଷଣା କରିଥିଲେ 

Post a Comment

0 Comments