AD

The flight will take off from Utkela ଉତକେଲାରୁ ବିମାନ ଉଡିବ

 

ଉତକେଲାରୁ ଅଗଷ୍ଟ ୩୧ରେ  ବିମାନ ଉଡିବ । କଳାହାଣ୍ଡି ଜିଲ୍ଲା ଉତକେଲା ବିମାନ ବନ୍ଦର ଅଗଷ୍ଟ ୩୧ରେ ଉଦଘାଟନ ହେବ। ସକାଳ ୧୦ଟା ୩୫ରେ ପ୍ରଥମ ବିମାନ ଉତକେଲାରୁ ଉଡିବ। ଏହା କଳାହାଣ୍ଡିବାସୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି।

କେନ୍ଦ୍ର ବେସାମରିକ ମନ୍ତ୍ରୀ ଜ୍ୟୋତି ଆଦିତ୍ୟ ସିନ୍ଧିଆ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଭର୍ଚୁଆଲ ମୋଡରେ ଏବଂ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଟୁକୁନି ସାହୁ ଫ୍ଲାଗ ଦେଖାଇ ଶୁଭାରମ୍ଭ କରିବେ। ଏନେଇ ବିଭିନ୍ନ ମହଲରେ ଖୁସିର ଲହର ଦେଖାଦେଇଛି।


Post a Comment

0 Comments