AD

Special class developers in vigilance network, 2 arrested on charges of money laundering ଭିଜିଲାନ୍ସ ଜାଲରେ ସ୍ପେଶାଲ କ୍ଲାସ ଠିକାଦାର, ଅର୍ଥ ହେରଫେର ଅଭିଯୋଗରେ ୨ ଗିରଫ

 


ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଭିଜିଲାନ୍ସ ଜାଲରେ ସ୍ପେଶାଲ କ୍ଲାସ ଠିକାଦାର । ବିଜୟ ଅଗ୍ରୱାଲ ଓ ଦୀପକ କୁମାର ଅଗ୍ରୱାଲ ଙ୍କୁ ଗିରଫ କଲା ଭିଜିଲାନସ। ଦୁଇ ଜଣଙ୍କୁ ରାଉରକେଲାରୁ ଗିରଫ କରାଯାଇଛି। କଟକ ଭିଜିଲାନ୍ସ ସେଲ୍ ଅଫିସରେ ୨ ଜଣଙ୍କୁ ରଖାଯାଇ ପଚରାଉଚରା କରାଯାଉଛି।

ସୋନପୁରରେ ୧୦୦ ସିଟ୍ ବିଶିଷ୍ଟ ୪ଟି ଛାତ୍ରାବାସ ନିର୍ମାଣ କାମ ନେଇଥିଲେ। ଅନୁସୂଚିତ ଜାତି ହଷ୍ଟେଲରେ ଅର୍ଥ ହେରଫେର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ସେଲ୍ ପକ୍ଷରୁ ୨୬ ଅଗଷ୍ଟରେ ମାମଲା ହୋଇଥିଲା। ମାମଲା ରୁଜୁ ପରେ ୨ ଜଣ ଫେରାର ହୋଇଯାଇଥିଲେ ।


Post a Comment

0 Comments