AD

Nuakhai ନୂଆଁଖାଇ ଲଗ୍ନ ଧାର୍ଯ୍ୟ

 

ବଲାଙ୍ଗିରରେ ନୂଆଁଖାଇ ପାଇଁ ବାହାରିଲା ଲଗ୍ନ ବଲାଙ୍ଗୀରର ପାଟଣେଶ୍ୱରୀ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଲଗ୍ନ ଧାର୍ଯ୍ୟ କରାଯାଇଛି ପାଟଣା ଷ୍ଟେଟ ହାଉସ ହୋଲ୍ଡ ଅଫିସରୁ ଲଗ୍ନ ସମୟ ଘୋଷଣା କରାଯାଇଛି ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ସେପ୍ଟେମ୍ବର ୨୦ ତାରିଖ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ନିର୍ଦ୍ଧାରଣ ହୋଇଛି ୧୦ଟା ୨୮ରୁ ୧୦ ଟା ୪୫ ମଧ୍ୟରେ ଇଷ୍ଟଦେବୀଙ୍କୁ ନୂଆ ଲାଗି କରାଯିବ 

 ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ଏହି ଲଗ୍ନ ଧାର୍ଯ୍ୟ ହୋଇଛି ଏହି ସମୟରେ ବଲାଙ୍ଗୀରବାସୀ ନୂଆ ଖାଇବେ ତେବେ ପରମ୍ପରା ଅନୁସାରେ, ଇଷ୍ଠଦେବଙ୍କ ପାଖରେ ଏକ ସ୍ୱତନ୍ତ୍ର ପ୍ରକାରର ଧାନ ଲାଗି କରାଯାଏ  

Post a Comment

0 Comments