AD

ISRO released a video of rover technology coming out of lander Vikram ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ବାହାରୁଥିବା ବେଳର ଭିଡିଓ ଜାରି କଲା ଇସ୍ରୋ

 


ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ କାର୍ଯ୍ୟ ଆରମ୍ଭ କରି ଦେଇଛି ।  ଚନ୍ଦ୍ରପୃଷ୍ଠରେ ଠିକ୍ ଭାବେ କାମ କରୁଛି ରୋଭର ପ୍ରଜ୍ଞାନ । ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ବାହାରୁଥିବା ବେଳର ଭିଡିଓ ଜାରି କଲା ଇସ୍ରୋ । ଏହି ଭିଡିଓ  ଲ୍ୟାଣ୍ଡର କ୍ୟାମେରାରୁ ଉତ୍ତୋଳନ କରାଯାଇଛି ।

 

Post a Comment

0 Comments