AD

Father and mother have been punished for son's love ପୁଅ ପ୍ରେମ ପାଇଁ ଶାସ୍ତି ପାଇଛନ୍ତି ବାପା-ମାଆ

 

ଆଉ ଏକ ପ୍ରେମର କରୁଣ କାହାଣୀ। ଏଠାରେ ପ୍ରେମ ପାଇଁ ଶାସ୍ତି ପାଇଛନ୍ତି ବାପା-ମାଆ। ପୁଅ ଗାଁର ଜଣେ ଝିଅକୁ ନେଇ ପଳାଇ ଯିବାରୁ ଦମ୍ପତିଙ୍କୁ ପିଟିପିଟି ମାରି ଦେଇଛନ୍ତି ପଡୋଶୀ। ଲୁହା ରଡ୍ ଏବଂ ବାଡିରେ ଏପରି ମାଡ ମାରିଛନ୍ତି ଯେ, ଘଟଣାସ୍ଥଳରେ ହିଁ ବୃଦ୍ଧ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି।

 ଏଭଳି ହୃଦୟ ବିଦାରକ ଘଟଣା  ଘଟିଛି ତ୍ତରପ୍ରଦେଶର ସୀତାପୁରରେ। ପୋଲିସ ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଝିଅର ବାପା ମଧ୍ୟ ଅଛନ୍ତି। ହିନ୍ଦୁ ଝିଅକୁ ମୁସଲମାନ ପୁଅ ବିବାହ କରିବାରୁ ଏପରି କାଣ୍ଡ ଭିଆଇଛନ୍ତି ପଡୋଶୀ।

Post a Comment

0 Comments