AD

crocodile terror ପୁଣି କୁମ୍ଭୀର ଆତଙ୍କ


 

ରାଜନଗରରେ ପୁଣି କୁମ୍ଭୀର ଆତଙ୍କ । ନଦୀ କୂଳରେ ମଇଁଷି ଚରାଉଥିବାବେଳେ ରାଜନଗର ବ୍ଲକ ରାଜପୁର ଗ୍ରାମର ଭାସ୍କର ରାଉତଙ୍କୁ ଟାଣିନେଲା କୁମ୍ଭୀର । ତାଙ୍କ ବୟସ 50 ହେବ ବୋଲି ଅନୁମାନ କରାଯାଉଛି ।  ବନବିଭାଗ ଓ ଦମକଳ ବାହିନୀ ତାଙ୍କୁ  ଖୋଜାଖୋଜି ଜାରି ରଖିଛି । 
 

Post a Comment

0 Comments