AD

Crocodile terror କୁମ୍ଭୀର ଆତଙ୍କ

 

v


ବୈତରଣୀ ନଦୀରେ କୁମ୍ଭୀର ଆତଙ୍କ ।  ସତର୍କ ରହିବାକୁ ବନ ବିଭାଗ ର ଆବେଦନ ।  ବୈତରଣୀ ନଦୀର ତନେଇପାଳ ଘାଟ ନିକଟରେ କିଛି ଲୋକ ଏକ କୁମ୍ଭୀର ଦେଖିବାକୁ ପାଇଥିଲେ ।  ଘଟଣା ପ୍ରଘଟ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।  ଘଟଣାକୁ ନେଇ ବନ ବିଭାଗ ବୈତରଣୀ ନଦୀର ଅବବାହିକ ରେ ଥିବା ନାହଗୁଣା, କୁଣ୍ଡାକୋଠ, ଅମାରଙ୍ଗ, ସନ୍ତୋଷପୁର ଓ ଯାତ୍ରାକୁସୁମ ଗାଁ ରେ ମାଇକିଙ୍ଗ କରି ଲୋକଙ୍କୁ ନଦୀକୁ ନଯିବାକୁ ସଚେତନ କରୁଛି । ବୈତରଣୀ ରେ କୁମ୍ଭୀର ଉପସ୍ଥିତି କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଆତଙ୍କ ସୃଷ୍ଟି ହୋଇଛି।

Post a Comment

0 Comments