ମୋ ବସ-ବାଇକ ମୁହାଁମୁହିଁ ଧକ୍କା
ମୋ ବସ-ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଏୟାରଫିଲ୍ଡ ଥାନା ପ୍ରଧାନସାହି ଛକରେ ଘଟିଛି । ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ଲୋକଙ୍କୁ ବୁଝାସୁଝା କରୁଛି । ମୃତ ବାଇକ ଆରୋହୀଙ୍କ ଘର ଅନ୍ଧାରୁଆ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
0 Comments
Please do not enter any Spam Link in the comment Box ,