AD

Because there is no good road, a woman patient is lying on the bed ଭଲ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ମହିଳା ରୋଗୀ

 

ବିକାଶର ବିକଳ ଚିତ୍ର । ଭଲ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ମହିଳା ରୋଗୀ । ଏଭଳି ଅଭାବନୀୟ ଦୃଶ୍ୟ ମାଲକାନଗିରି କାଲିମେଳା ବ୍ଲକ ନୂଆଗୁଡା ଗାଁରୁ ଆସିଛି  ।

ଅବନ୍ତୀ ସୁନା ଦୀର୍ଘ ଦିନ ଧରି କିଡ଼ନୀ ଭଳି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି । ତାଙ୍କର କିଡ଼ନୀ ଡାୟାଲିସିସ୍ ପାଇଁ ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ଆମ୍ବୁଲାନ୍ସ ଡାକିଥିଲେ । ହେଲେ ଭଲ ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । 

Post a Comment

0 Comments