AD

Amarnath Yatra will be closed from 23 ୨୩ରୁ ଅମରନାଥ ଯାତ୍ରା ବନ୍ଦ ରହିବ

 




ଜମ୍ମୁ-କାଶ୍ମୀରରେ ଏବେ ପବିତ୍ର ଅମରନାଥ ଯାତ୍ରା ଚାଲିଛି। ରବିବାର ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ କହିଛନ୍ତି ଯେ ତୀର୍ଥଯାତ୍ରୀଙ୍କ ସଂଖ୍ୟା କମିବା ଏବଂ ଏଠାରେ ଚାଲିଥିବା ଟ୍ରାକ୍ପୁନରୁଦ୍ଧାର କାମକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୩ରୁ ଅମରନାଥ ଯାତ୍ରା ବନ୍ଦ ରହିବ। ଜମ୍ମୁ-କାଶ୍ମୀର ସରକାରଙ୍କ ସୂଚନା ଲୋକସମ୍ପର୍କ ବିଭାଗ ତରଫରୁ ନେଇ ଘୋଷଣା କରାଯାଇଛି।

 ସୂଚନା ଅନୁଯାୟୀ ୬୨ ଦିନ ଧରି ଚାଲୁଥିବା ଅମରନାଥ ଯାତ୍ରାକୁ ଅଗଷ୍ଟ ୨୩ରୁ ଅସ୍ଥାୟୀ ରୂପେ ବନ୍ଦ କରାଯିବ। ଅଗଷ୍ଟ ୩୧ ଛଡ଼ି ମୁବାରକ୍କାର୍ଯ୍ୟକ୍ରମ ସହିତ ଏହାର ସମାପନ ହେବ।

Post a Comment

0 Comments