AD

ବସ୍ ଓଲଟି ୭ ଜଣ ଗୁରୁତର ଆହତ 7 people were seriously injured when the bus overturned


ଚକା ଫାଟି ଯିବାରୁ ଏକ ବସ୍ ଓଲଟି ପଡ଼ିଛି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜଏରପଡ଼ା ଗାଁ ନିକଟରେ। ବସ୍ରେ ୨୦ରୁ ଅଧିକ ଯାତ୍ରୀ ଥିଲେ।

ଏଥିରେ ଡ୍ରାଇଭରଙ୍କ ସମେତ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏହି ଘରୋଇ ବସ୍ଟି ନୂଆପଡ଼ା ଜିଲ୍ଲା ଖରିଆରରୁ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜିକୁ ଯାଉଥିଲା। 

Post a Comment

0 Comments