AD

ଦୋକାନ ଘରୁ ୫ ଫୁଟ ଲମ୍ବ ବିଶଷ୍ଟ ଏକ ଗୋଖର ନାଗସାପ ଉଦ୍ଧାର

 


ଗ୍ରାମାଞ୍ଚଳର ଏକ ଦୋକାନ ଘରୁ ଫୁଟ ଲମ୍ବ ବିଶଷ୍ଟ ଏକ ଗୋଖର ନାଗସାପ ଉଦ୍ଧାର ହୋଇଥିବା ସୂଚନା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବନ୍ଧାପଥର ପଂଚାୟତ ଅନ୍ତର୍ଗତ ବାଘପାଲି ଗ୍ରାମର ସ୍ନେହା ଫେନ୍ସି ଷ୍ଟୋର ନାମକ ଏକ ଦୋକାନ ଘରୁ  ଗୋଟିଏ ଫୁଟ ଲମ୍ବ ବିଶଷ୍ଟ ଏକ ଗୋଖର ନାଗସାପ ଥିବା ଦେଖିବାକୁ ପାଇଥିଲେ ଦୋକାନୀ

 ସାପ ଟିକୁ ଦେଖି ଭୟଭୀତ ହେବା ସହିତ ସଙ୍ଗେ ସଙ୍ଗେ ଏନେଇ ସ୍ନେକ ହେଲ୍ପ ଲାଇନ ଖବର ଦେଇଥିଲେ ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ  ପୌଲସ୍ତି ନନ୍ଦି ଦୋକାନ ଘରୁ ନାଗ ସାପଟିକୁ ଉଦ୍ଧାର କରିଥିବା ଜଣାପଡ଼ିଛି। ତେବେ ସାପଟିର ଲମ୍ବା ପ୍ରାୟ ଫୁଟର ହୋଇଥିବା ବେଳେ ସାପଟିକୁ ସ୍ଥାନୀୟ ଜଙ୍ଗଲରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଛାଡ଼ିଦେଇ ଥିବା ସୂଚନା ମିଳିଛି


Post a Comment

0 Comments