AD

ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଏବଂ ଫଲିକଏସିଡ ଟାବଲେଟ


 

ଛାତ୍ରଛାତ୍ରୀଙ୍କୁ ଖରାଛୁଟିରେ ମିଳିବ ଆଇରନ ଫଲିକଏସିଡ ଟାବଲେଟ  ଶିକ୍ଷକମାନଙ୍କୁ ଟାବଲେଟ୍ବାଣ୍ଟିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ୧୬ଜୁନ ପର୍ଯ୍ୟନ୍ତ ଘରକୁ ଘର ବୁଲି ଟାବଲେଟ ଦିଆଯିବ ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏଥିପାଇଁ ଛାତ୍ରଛାତ୍ରୀ ପିଛା ୮ଟି IFA ଟ୍ୟାବଲେଟ ଦିଆଯିବ   ଛାତ୍ରଛାତ୍ରୀମାନେ ଅଭିଭାବକଙ୍କ ଉପସ୍ଥିତିରେ ସମସ୍ତ ଔଷଧ ଖାଇବେ ଅମ୍ଳାନ କାର୍ଯ୍ୟକ୍ରମ ( Amlan scheme) ଜରିଆରେ ଆନେମିଆ ମୁକ୍ତ (Anemia Free) ଓଡ଼ିଶା ଲକ୍ଷ୍ୟ ରଖାଯାଇଛି

 

ସୂଚନାଯୋଗ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଛୁଟି ଘୋଷଣା କରାଯାଇଛି  ଏପ୍ରିଲ ୨୧ ଠାରୁ ଜୁନ୍୧୬ ପର୍ଯ୍ୟନ୍ତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ବେସରକାରୀ ସ୍କୁଲ୍ଗୁଡ଼ିକୁ ବନ୍ଦ ରହିବ ।ସ୍କୁଲ ଛୁଟି ହୋଇଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମିତ ଭାବେ ସ୍କୁଲ ଯିବେ

ମାଧ୍ୟାହ୍ନ ଭୋଜନ ରୋଷେୟା ସହାୟିକାମାନେ ମଧ୍ୟ ଉପସ୍ଥିତ ରହିବେ ନାମଲେଖା, ଟାଇମ୍ଟେବୁଲ୍ସମେତ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଥିବାରୁ କୌଣସି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଛୁଟି ଦିଆଯାଇ ନାହିଁ ଏହି ସମୟ ମଧ୍ୟରେ ମଧ୍ୟାହ୍ନ ଭୋଜନ ଗ୍ୟାସ୍‌, କିଚେନ୍ସେଡ୍‌, ଶୌଚାଳୟ ଆଦି ସୁବିଧାର ତଦାରଖ କରିବେ

 

Post a Comment

0 Comments