AD

ମଙ୍ଗଳାବାଗ ପୋଲିସ ଭଣ୍ଡ ବାବାଙ୍କ କଳା କାରନାମାର ଗୁମର ଖୋଲିଛି



ବିଜ୍ଞାନ ଯୁଗରେ ଏବେବି ଲୋକ ମାନେ ଅନ୍ଧବିଶ୍ୱାସର ଶିକାର ହୋଇ ହରାଉଛନ୍ତି ସେମାନଙ୍କ ବହୁ କଷ୍ଟଅର୍ଜିତ ଅର୍ଥ ଏବଂ ଧନ ଜୀବନ  ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଭଳି ସହରରେ  

କଟକ ମଙ୍ଗଳାବାଗ ଥାନା କେଶରପୁର ଅଞ୍ଚଳର ମୁଲାନା କୋଫି  ନାମକ ଜଣେ ବ୍ୟକ୍ତି ନିଜକୁ ଜଣେ  ପ୍ରତିଷ୍ଠିତ ତାନ୍ତ୍ରିକ  ବୋଲାଇ କଟକ-ଭଦ୍ରକ ସମେତ ଓଡ଼ିଶାର ଅନେକ  ଅଞ୍ଚଳର ଲୋକଙ୍କ ଠାରୁ ଲୁଟ କରୁଥିବା ଅଭିଯୋଗ ହୋଇଛି  

ଲୋକମାନଙ୍କୁ ସେମାନଙ୍କ ଘରେ ଅନେକ ସୁନା ,ରୁପା ,ଅଳଙ୍କାର ଥିବା  ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା  ଲୁଟି ନେଉଥିଲା ମଙ୍ଗଳାବାଗ ଅଞ୍ଚଳର ଶର୍ମିଳା ସେନ ନାମକ ଜଣେ ଭଦ୍ର ମହିଳା କଟକ   ଡିସିପିଙ୍କ ନିକଟରେ  ଅଭିଯୋଗ କରିବା ପରେ ମଙ୍ଗଳାବାଗ ଥାନା ପୋଲିସ ଆଜି ଭଣ୍ଡ ବାବା ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି  ଗିରଫ ବାବାଙ୍କ  ନିକଟରୁ  -ଟି ଦାମୀ କାର, ଗୋଟିଏ ବୁଲେଟ୍, ଲକ୍ଷ ୭୬ ଟଙ୍କା, ବହୁ  ପରିମାଣର ନୂଆ ମୋବାଇଲ  ବିଭିନ୍ନ ସାମଗ୍ରୀ ଜବତ କରିଛି ମଙ୍ଗଳବାଗ ପୋଲିସ   ବାବା ଜଣଙ୍କ ପ୍ରଥମେ ବ୍ୟକ୍ତି ବିଶେଷଙ୍କୁ ତାଙ୍କ ଜାଲରେ ଫସେଇବା ପରେ ଲୁଟୁଥିଲେ 

 


Post a Comment

0 Comments