AD

ସରପଞ୍ଚ ହେବତ ଏମିତି || srapancha ||


ଶପଥ ଗ୍ରହଣ କୁ ପୁରିଛି ବର୍ଷେ, ଆୟୋଜିତ ହୋଇଯାଇଛି ପ୍ରଥମ ବର୍ଷର ପୂର୍ତ୍ତି ଉତ୍ସବ ର ସମାରୋହ ପର୍ବ, ବାଜା ବାଣ ରୋଷଣୀ ସାଙ୍ଗକୁ ନାଚ ଗୀତର ଆଶର ଆଉ କେକ କଟlର ପର୍ବ,ଏଭଳି ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳିଭୂଇଁପୁର ପଂଚାୟତରେ , ପଞ୍ଚାୟତ ବାସୀ ବେଶ୍ ଖୁସି, ନିର୍ବାଚନର ପ୍ରତିଶ୍ରୁତି ଦେଇଥିଲେ ପାଳନ କରିଛନ୍ତି ଆଉ ସମସ୍ତଙ୍କ ଦୁଃଖ ସୁଖରେ ସାଥିରେ ଅଛନ୍ତି, ସରପଞ୍ଚ ରେଶ୍ମାରlଣୀ ମଲ୍ଲିକ ଙ୍କ ଜନ ସେବା ଆଉ ପଂଚାୟତର ବିକାଶ ପାଇଁ ଜାଗ୍ରତ ପ୍ରହରୀ ସାଜିଛନ୍ତି, ସରପଞ୍ଚ ଙ୍କ ପ୍ରତିନିଧି ପ୍ରିୟବ୍ରତ ପାତ୍ର ପଂଚାୟତର ଉନ୍ନତି ନିମନ୍ତେ ଜାରି ରଖିଥିବା ପ୍ରୟାସ ପାଇଁ ସମସ୍ତଙ୍କର ପ୍ରଂଶସlର ପାତ୍ର ହୋଇପାରିଛନ୍ତି, ପ୍ରତ୍ୟେକ ୱାର୍ଡ ରେ ଘର ଘର ବୁଲି ସୁବିଧା ଅସୁବିଧା ବୁଝିବା ର ଏକ ବିରଳ ବ୍ୟକ୍ତିତ୍ଵ ର ପରିଚୟ ସୃଷ୍ଟି କରିପାରିଛନ୍ତି, ପ୍ରଶାସନ ର ସହଯୋଗ ମିଳିଲେ ଭୂଇଁପୁର ପଞ୍ଚାୟତ ହେବ ଏକ ଆଦର୍ଶ ପଞ୍ଚାୟତ
 

Post a Comment

0 Comments