AD

ବିଜେପି ଯୁବମୋର୍ଚ୍ଚା ର କର୍ମକର୍ତ୍ତା ଙ୍କ ଊପରେ ଆକ୍ରମଣ ବିରୋଧରେ ଆଳିଥାନାରେ ଏତlଲା || police attack ||

ପୂର୍ବ ସୂଚନା ମୁତାବକ ବିଜେପି ଯୁବ ମୋର୍ଚା ର କର୍ମକର୍ତ୍ତା ଓଡ଼ିଶା ପ୍ରଦେଶତରଫରୁ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଉ କରିବା ପାଇଁ ଶୋଭାଯାତ୍ରା କରୁଥିବା ବେଳେ ପୋଲିସ୍ ବାହିନୀ ର ଆକ୍ରମଣର ଶିକାର ହୋଇଛନ୍ତି, ଶାସକ ଦଳର ଆଜ୍ଞା ବହ ସାଜିଥିବା ପୋଲିସ୍ ବାହିନୀ ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ଙ୍କ ଉପରେ ଆକ୍ରମଣ ର ପ୍ରତିବାଦରେ ସାରା ରାଜ୍ୟର ପ୍ରତ୍ୟେକ ଥାନାରେ ଏତଲା ଦିଆଯାଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନାରେ ଏତଲା ଦିଆଯାଇଛି, ବିଜେପି ନେତା ବ୍ରଜ ସୁନ୍ଦର ଭୁୟାଁ ଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଶୋଭା ଯାତ୍ରାରେ ଯାଇ ଥାନା ଅଧିକାରୀ ଦିଲ୍ଲୀପ ସାହୁ ଙ୍କୁ ଏତଲା ଦେଇଥିଲେ, ଏହି ଶୋଭାଯାତ୍ରାରେ କେନ୍ଦ୍ରାପଡା   ବିଜେପି ଜିଲ୍ଲା ଉପ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ମହିଳା ସଭା ନେତ୍ରୀ ପ୍ରିୟ ଦର୍ଶନୀ ନନ୍ଦ  ଭକ୍ତ ବନ୍ଧୁ ମିଶ୍ର ବରାହ ପଣ୍ଡା ପ୍ରମୁଖ  ଛାମୁଆଁ କର୍ମୀ ମାନେ ଯୋଗ ଦେଇଥିଲେ,


 

Post a Comment

0 Comments